STORYMIRROR

BANITA SAHU

Abstract Drama

2  

BANITA SAHU

Abstract Drama

ଈର୍ଷା

ଈର୍ଷା

1 min
198

ପାଠ ପଢିଲି ବି.ଏ

ଚାକିରି ପାଇଲିନି ଖଣ୍ତିଏ ା

ସରକାରୀ ଚାକିରି ପାଇବା ଆଶାରେ ବୁଢା ହୋଇଲିନି ଏବେ

ତିରିଶି ଟପିକି ଚାଳଷି ହେଲାନି ବାହା ହେବି ମୁଁ କେବେ ା

ମାଁ କହୁଛନ୍ତି ବୁଢି ହେଲିନି ଘରକୁ ସମ୍ଭାଳେ ଏବେ

ବାହା ହୋଇ ତୁ ବହୂଟି ଆଣିଲେ ଶାନ୍ତିରେ ରହିବି ତେବେ ାା

ବାପା କହୁଛନ୍ତି ଧନରେ ଟଙ୍କାଟି ନାହିଁ ହାତରେ

ବଜାର ଦର ବଢିଗଲାଣି ଚାକିରି କରିବୁ କେବେ ?

ଧିକ୍ ମୋ ଜୀବନ ଈର୍ଷା ହୋଉଛି ମୋ ନିଜକୁ

ବାପା ମାଁ ଙ୍କୁ ଖୁସିରେ କିପରି ରଖିବି ଭାବିପାରୁନି ମନକୁ ା

ମାଁଙ୍କ ଇଛ୍ଛା ପୁଅ ଚାକିରି କରି ବହୂଟି ଆଣିବ କେବେ ା

ନାତି ନାତୁଣୀକୁ କୋଳରେ ବୁଲାଇ ଜହ୍ନ ଦେଖାଇବି ତେବେ ା

ଭଗବାନଙ୍କୁ ମୋର ଏତିକି କାମନା ଖୁସିରେ ରଖ ମୋ ବାପା ମାଁଙ୍କୁ

ସମସ୍ତଙ୍କ ଜୀବନରେ ଦୁଃଖ କଟିଯାଇ ଖୁସି ଭରିଯାଉ ପ୍ରାର୍ଥନା କରେ ମୁଁ ଭଗବାନଙ୍କୁ ା



Rate this content
Log in

Similar oriya poem from Abstract