STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ଇଛାବର

ଇଛାବର

1 min
0


ରଥ ପଥ ଜଗନ୍ନାଥ 
କେତେ ଗୁଢତତ୍ତ୍ୱ 
ଦିବା ନିଶି ଅଛି ଗୁପତ 
ସତ୍ୟ ନିଜେ ଏଠି ସୁପ୍ତ 
ପୁରୀରେ ଘର କରି ଶ୍ରୀହରୀ 
ଲୀଳା ଖେଳା ଯେତେ କରି 
ସବୁ ମଣିଷଙ୍କ ଆତଯାତ 
ପୁଣି ଖେଳ ଚକ୍ଷୁ ସହ ହାତ 
ସବୁ କରଇ ମଣିଷ 
ଦିଅ ମଣିମା ଆୟୁଷ ଯଶ 
ତୁମ ଇଛା ଦୈବ ବିଧାତା 
ସବୁ କରେ ଦାସ ଅନୁସରି 
ଟିକେ ପାଇବାକୁ କୃପା ବାରି 
ଗୁଣ୍ଡିଚା ବାଡ଼ି ଯିବାକୁ ମନସ୍ତତ୍ତ୍ୱ 
ଅଟଇ ବଡ଼ ବିଚିତ୍ର ପବିତ୍ର 
ରଥ ପଥେ ଭକତ 
ଗୁହାରି ଶୁଣିମା ହରି ଡାକ ଆଦୃତ 
ପୋଡପିଠା ବାସ୍ନା 
ହୁଏ ମହକିତ 
ଗୁଣ୍ଡିଚା ରାଣୀ ମାଉସୀ ଯତ୍ନ 
ମନେ ପକାନ୍ତି ସାଆନ୍ତ 
ନନ୍ଦିଘୋଷ ତାଳଧ୍ଵଜ ଦର୍ପଦଳନ ରଥ 
ଗଡି ଯାଏ ଦେଇ ପଥ 
ଭକ୍ତ ମନୋବାଞ୍ଛା ପୂର୍ଣ୍ଣ କର ଜଗନ୍ନାଥ 
ରହୁ ତୁମ୍ଭ ଯଶ କୀର୍ତ୍ତୀ ମାନ ମହତ


Rate this content
Log in

Similar oriya poem from Action