Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଇଚ୍ଛା

ଇଚ୍ଛା

1 min
242



ଇଚ୍ଛା ଥିଲା ମୋର ହେବି ଅଧ୍ୟାପିକା

    ମହା ବିଦ୍ୟାଳୟେ ଯାଇ

ଛାତ୍ର ଛାତ୍ରୀଙ୍କୁ ମୁଁ ଜ୍ଞାନ ବିତରିବି

    ଜ୍ଞାନାଲୋକ ଜାଳିଦେଇ।। 


ଇଚ୍ଛା ସବୁ ମୋର ଇଛାରେ ରହିଲା

   ଭାଗ୍ୟ ମୋତେ ଦେଲା ଧୋକା

ବାହା ସାହା ହୋଇ ଘର ସମ୍ଭାଳିଲି 

   ଇଚ୍ଛା ପଡିଗଲା ଫିକା।। 


ମାନବ ଜୀବନେ ଇଚ୍ଛା ଅସୁମାରୀ

   କିଛି ଇଚ୍ଛା ପୂର୍ଣ୍ଣ ହୁଏ 

ଆଉ କିଛି ଇଚ୍ଛା ପୂରଣ ନହୋଇ 

   ହୃଦୟକୁ ବାଧା ଦିଏ।। 


ବୟସ ବଢିଲା ଇଚ୍ଛା ମରିଗଲା

    ଇଚ୍ଛାମୟ ଦୟାକଲେ

ସାହିତ୍ୟ ଆସରେ କବି ପରିଚୟେ

   ମୋ ଜୀବନ ଧନ୍ୟ କଲେ।। 


ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି

   ଚାଲଇ ସାରା ସଂସାର 

ତୃମ ନାମ ସଦା ତୁଣ୍ଡେ ଥାଉ ମୋର

   ଏତିକି ମିନତି ମୋର।। 


Rate this content
Log in

Similar oriya poem from Inspirational