STORYMIRROR

Satyabati Swain

Inspirational

3  

Satyabati Swain

Inspirational

ହୁସିଆର ଥିବେ

ହୁସିଆର ଥିବେ

1 min
391

ପ୍ରେମରୁ ଘୃଣା ଯିବା ରାସ୍ତାରେ

ପ୍ରତିଶୋଧ

ରଂଗଶାଳା ଟିଏ ପଡେ

ଆସକ୍ତ ହେଲେ ସର୍ବନାଶ ।


ବିଶ୍ବାସ

ମନ୍ଦିରଟିଏ ବି ଥାଏ

ଅଣ ଦେଖା କଲେ ବିପଦ ।


ଭରସା 

ହସ୍ପିଟାଲ୍ ଟିଏ ଦେଖାଦିଏ

ଉପଯୁକ୍ତ ସମୟରେ

ଉପଚାର କଲେ

ଆରୋଗ୍ୟ ହେବାର

 ସମ୍ଭାବନା ଟିଏ ଥାଏ ।


କ୍ରୋଧ

ଅବିଶ୍ବାସ

ଭୁଲ୍ ବୁଝାମଣା ବନ୍ଧୁ ମାନେ ବି

ପାଖେ ପାଖେ ଥାଆନ୍ତି

ଟିକେ ହୁସିଆର ରହିବେ।


ନଲେ ସମ୍ପର୍କ ବାଡ଼ି 

ଅଚିରେ ନାଶ ଯିବ ଜାଣିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational