STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ହୁନୁମାନ

ହୁନୁମାନ

1 min
245


ଆଜି ପରା ପଣା ସଂକରାନ୍ତି

 ଓଡ଼ିଆ ମାନଙ୍କ ନୁଆବରଷ

ଫିକା ଫିକା ଲାଗେ ସବୁ ଆଜି

କାହାରି ମନରେ ନାହିଁ ହରଷ।

ବୀର ହନୁମାନଙ୍କର୍ ଜୟନ୍ତି

ମନ୍ଦିରରେ କେହି ଭକ୍ତନାହାନ୍ତତି

କୋରୋନାମହାମାରୀ ଭୟ

ସବୁରି ଛଡାଇ ନେଇଛି ଶାନ୍ତି ।।

ନାହିଁ ପରା ଆଜି ଝାମୁଯାତରା

ନାହିଁ ଭକ୍ତ ମାନଙ୍କ ଭିଡ

ଦେଖଣାହାରୀଏ ନାହାନ୍ତି

ବଦଳି ଯାଇଛି ସଂସାର ମୋଡ

ଶଙ୍କଟମୋଚନ ଶ୍ରୀରାମ ଭକ୍ତ

ଲକ୍ଷ୍ମଣ ଙ୍କୁ ଜିଆଇ ଥିଲ ଟି ସତ। 

ସେହିପରି ପ୍ରଭୁ ଜାଗ୍ରତ ହୁଅ

ମାନବ ଜାତି କୁ ହୁଅ ସଦୟ ।

ଅକାଳେ ମାନବ ଝଡି ଯାଆନ୍ତି 

ସବୁରି ମନରେ କରୋନା ଭିତି। 

କଳିଯୁଗେ ତୁମେ ଅଟ ପ୍ରତ୍ୟକ୍ଷ 

କେଶରୀ ନନ୍ଦନ ଵିପଦୁ ରଖ।। 

କରକାରଣ ହେ ଅଞ୍ଜନା ସୁତ 

ରକ୍ଷାକର ଏହି ଜୀବଜଗତ। ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics