Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Fantasy Others

3  

Chittaranjan Nanda

Action Fantasy Others

ହୁଣ୍ଟାଳ ମାରେ ଶାସକ ଗୋଷ୍ଠୀ

ହୁଣ୍ଟାଳ ମାରେ ଶାସକ ଗୋଷ୍ଠୀ

1 min
729



ନିର୍ବାଚନ ଇସ୍ତାହାର ଆସିବ, ବଡ 

ଲୋଭନୀୟ ନୀତିରେ

ବୋଲିବେ ଭାଷା, ଧର୍ମ ଓ ଜାତି 

କଥା ନାମରେ ।


ହୁଣ୍ଟାଳ ମାରେ ଶାସକ ଗୋଷ୍ଠୀ

ପୁଣି ସରକାର କରିବ

ଯୁବକ ଆମ ଭଉଣୀ ଓ ଭାଇ ପାଇଁ

ପୁଣି ବେକାରୀ ଆଣିବ ।


ବହୁତ ମନ୍ କୀ ବାତ୍ ଆମେ 

ଶୁଣିଛେ ଓ ଶୁଣିବା

କଳାଧନ ଘାଇଁ ଘାଇଁ ଘୁରୁଛି,      

ଆପନ୍ ମାନେ ଖୁସି ତ, କଥା ଶୁଣିବା ।


ଜଳ, ଜଙ୍ଗଲ, ଜମି, ଖଣି ଆମର 

ସବୁ ରହିଛି

କମ୍ପାନୀ ମାନେ କହୁଛନ୍ତି ସବୁ 

ଆମରି ହୋଇଛି ।


ବିଭିନ୍ନ ମାଧ୍ୟମରେ ଆମକୁ 

ଅଳସୁଆ କରିଛନ୍ତି

ଖଟିଖିଆରୁ ଆମକୁ ମାଗିଖିଆ 

ବନେଇବାରେ ଲାଗିଛନ୍ତି ।


ଭୋଅଟ ବେଳେ ଦିଆ ହୁଏ 

ଏକ୍ ହୀ ନାରା, 

କେଡ଼େ ଖୁସିରେ ଆମେ ଗାଏ, 

ବିକାଶ୍ ହମାରା ।


କଳା ଧନ ବାଣ୍ଟିବା ପାଇଁ ଶପଥ 

ନେଇଛନ୍ତି

ଏ ବାର୍ତ୍ତା ମଧ୍ୟରେ ମଦ ମାଉଁସ 

ଦେଉଛନ୍ତି ।


ନିଜର ସ୍ୱାର୍ଥ ପାଇଁ ହେବ ତ 

ଘୋଡ଼ା ବେପାର

ସୁଯୋଗ୍ୟ ପ୍ରାର୍ଥୀ କିପରି ବାଛିବା, 

ଏ କର ବିଚାର ।


Rate this content
Log in

Similar oriya poem from Action