STORYMIRROR

Bela Bhumi

Tragedy

2  

Bela Bhumi

Tragedy

ହୁଗୁଳା ପଡିଛି ନିବିଡ ବନ୍ଧନ

ହୁଗୁଳା ପଡିଛି ନିବିଡ ବନ୍ଧନ

1 min
2.2K


ହୁଗୁଳା ପଡିଛି ନିବିଡ ବନ୍ଧନ

କୁହୁଳୁଛି ଛାତି ତଳ,

ଯୌବନ ଦେହେ ଜରା ମାରେ ହାଇ

ହରାଇଛି ମନୋବଳ ,

ନିହାତି କ୍ଳୀବର ସଂଜ୍ଞାକୁ ଖୋଜୁଛି

ଆଲୋକ ବୁଲାଇ ପିଠି

ଅନ୍ଧାର ଛୁଆଁ ପୁନିଅଁ ରାତିଟା 

ଭାବନାଟା ଏଠି ସେଠି ।।

ତପନ ଦୀକ୍ଷିତ(ବେଳାଭୂମି) ନାଶିକେଶ୍ୱର, କାକଟପୁର, ପୁରୀ    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy