STORYMIRROR

sumita behera

Abstract

2  

sumita behera

Abstract

ହସିଚାଲ ଖୁସି ବାଣ୍ଟିଚାଲ

ହସିଚାଲ ଖୁସି ବାଣ୍ଟିଚାଲ

1 min
2.7K

ଦୁନିଆ ମାଗୁଛି

ହସକୁ ତୁମର

ବୁକୁ ତଳ କୋହ ଚାପି ଚାଲ

ହସି ଚାଲ ଖୁସି ବାଣ୍ଟି ଚାଲ


ସୁନାର ସପନ

ଚୁନା ହେଲେ ହେଉ

ବୁକୁ ତଳ କୋହ ଚାପି ଚାଲ

ହସି ଚାଲ ଖୁସି ବାଣ୍ଟି ଚାଲ


କାହା ଆହା ଶୁଣି

ଲୋତକ ନ ଝାରି

ବୁକୁ ତଳ କୋହ ଚାପି ଚାଲ

ହସି ଚାଲ ଖୁସି ବାଣ୍ଟି ଚାଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Abstract