STORYMIRROR

Sukanti Hotta

Inspirational

2  

Sukanti Hotta

Inspirational

ହସିବ ବିଶ୍ୱ

ହସିବ ବିଶ୍ୱ

1 min
108

ସବୁଠାରୁ ଶ୍ରେଷ୍ଠ ମାନବ ହୋଇଣ ଅଧର୍ଯ୍ୟ ଜମା ହେବାନି ବିବେକ ଥାଇ ବୋକାଙ୍କ ଭଳି କାର୍ଯ୍ୟ ଆମେ କରିବାନି ନିୟମ ନ ମାନି ଭିଡ଼କରି ଆମେ ଫଳ ତାହାର ପାଇଲୁ ମହାମାରୀର ମହା ପ୍ରକୋପରେ ତିଳତିଳ ହୋଇ ଜଳିଲୁ ଲକ ଡାଉନ ନିୟମ ନ ମାନି ବିଶ୍ୱ ହୋଇଯାଉଛି ନିସ୍ଵ ଅମୂଲ୍ୟ ଜୀବନ ଛାରଖାର ହୋଇ ହରାଉଛି ସର୍ବସ୍ବ ତୃତୀୟ ନୟନ ଜ୍ଞାନର ଚକ୍ଷୁ ଖୋଲିଦିଅ ବିଶ୍ୱବାସୀ ସାହାସ ଧର୍ଯ୍ୟ ଆତ୍ମବିଶ୍ୱାସ ଜଲଦି ଆଣିବ ଖୁସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational