STORYMIRROR

Sukanti Hotta

Others

2  

Sukanti Hotta

Others

ପ୍ରୟାସ ଜୀବନର

ପ୍ରୟାସ ଜୀବନର

1 min
2.8K

ଦୁଃଖ ଯନ୍ତ୍ରଣାକୁ ହୃଦରେ ଧରି

ଲୁହ କୋହରେ

ଖୁସି ବାଣ୍ଟିବାର ପ୍ରୟାସ

ବାଳୁତ ଠୁଁ ବୃଦ୍ଧବୃଦ୍ଧା

ଜାତିଧର୍ମ ବର୍ଣ ନିର୍ବିଶେଷରେ ସଭିଙ୍କ

ମୁହେଁ ଦେଇପାରେ ହସ

ଭାବଭଙ୍ଗି ଅଭିନୟ ଅଦଭୂତ

ନିଜର ନିଖୁଣ କଳାରେ

ଭରିଦେଇ ରସ

ଦର୍ଶକଙ୍କୁ ବିମୋହିତ କରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍