STORYMIRROR
ସମୟ
ସମୟ
Sukanti Hotta
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
Sukanti Hotta
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
ସମୟ
ସମୟ
ଅବିଶ୍ରାମ ଗତିରେ
ବିନା ବିଶ୍ରାମରେ
ଚାଲୁଥିଲା ଚାଲୁଛି ଚାଲୁଥିବ
ବିଭିନ୍ନ ରୂପରେ
କାଳର କରାଳ ଚକ୍ରରେ
ସୂର୍ଯ୍ୟ ଚନ୍ଦ୍ର ତାରାଙ୍କୁ
ଧରି ସାଥିରେ
ଜୀବଜଗତର ଦୁର୍ଲଭ ମଣିଷ
ବନ୍ଧାପଡି ସମୟ ହାତରେ
ଥକିଯାଇ ମିଶିଯିବ ମାଟିରେ
*ସୁକାନ୍ତି ହୋତା*
More oriya poem from Sukanti Hotta
Download StoryMirror App