Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Sukanti Hotta

Others

4.3  

Sukanti Hotta

Others

ସମୟ

ସମୟ

1 min
11.4K


ଅବିଶ୍ରାମ ଗତିରେ

ବିନା ବିଶ୍ରାମରେ

ଚାଲୁଥିଲା ଚାଲୁଛି ଚାଲୁଥିବ

ବିଭିନ୍ନ ରୂପରେ

କାଳର କରାଳ ଚକ୍ରରେ

ସୂର୍ଯ୍ୟ ଚନ୍ଦ୍ର ତାରାଙ୍କୁ

ଧରି ସାଥିରେ

ଜୀବଜଗତର ଦୁର୍ଲଭ ମଣିଷ

ବନ୍ଧାପଡି ସମୟ ହାତରେ

ଥକିଯାଇ ମିଶିଯିବ ମାଟିରେ

*ସୁକାନ୍ତି ହୋତା*



Rate this content
Log in