STORYMIRROR

Sukanti Hotta

Others

3  

Sukanti Hotta

Others

ନିର୍ମଳ ଭାବନା

ନିର୍ମଳ ଭାବନା

1 min
11.6K


କର୍ମମୟ ଜୀବନରେ

ମୁକ୍ତ ଆକାଶ ତଳେ

ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟରେ

ଯୋଗ ପ୍ରାଣାୟାମ

ହେଉ ମୂଳାଧାର

ବୁଣି ଦେଉ ଦୟା କ୍ଷମା

ସତ୍ୟ ଧର୍ମ ପ୍ରେମ

ବୀଜ ଏକତାର

ବାନ୍ଧିଦେଇ ନିର୍ମଳ ଭାବନାର

ଅତୁଟ ବନ୍ଧନ

ଭରିଦେଉ ଶାନ୍ତି ମୈତ୍ରୀ ପ୍ରୀତିର

ସୁନ୍ଦର ନିରୋଗ ସଂସାର

ଭାବନା ଭାଇଚାରାର

ମଙ୍ଗଳ ବିଶ୍ୱବାସୀଙ୍କର



Rate this content
Log in