STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ହରି ଗୁଣ ଗାନ

ହରି ଗୁଣ ଗାନ

1 min
248

ହରି ଗୁଣ ଗାନ କରରେ ମନ

ସଂସାରରେ ସବୁ ମିଛ ସପନ

ହରି ନାମରେ ଶାନ୍ତି ମିଳେ

ହରି ଭଜନରେ ମୁକ୍ତି ମିଳେ

ହରି ନାମ ଏକା ଭକ୍ତଙ୍କ ଜୀବନ

ହରି ନାମକୁ କର ଗଣ୍ଠିଧନ

ସବୁ ମାୟା ଏଠି ଦୁଃଖ ସବୁଠି

ହରି ନାମ ବିନା ସୁଖ ନ ମିଳେ କୋଉଠି

ହରି ନାମ ତୁଣ୍ଡରେ ସଦା ରଖିବ

ହରିଙ୍କ ଗୁଣ ଗାନ ଦୁଃଖରୁ ମୁକ୍ତି ଦେବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational