Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

namita jena

Romance Thriller

3  

namita jena

Romance Thriller

ହୃଦୟରୁ ବାହାରି

ହୃଦୟରୁ ବାହାରି

1 min
11.6K


ହୃଦୟରୁ ବାହାରେ ଯେ ସେ ହୃଦୟକୁ ଛୁଏଁ

ଶବ୍ଦ ଶବ୍ଦ ଯୋଡିଦେଲେ କବିତା ସେ ନୁହେଁ ।

ଦୀପମାଳା ଜାଳିଦେଲେ ମିଳେନାହିଁ ସୂର୍ଯ୍ୟ ସମ ଦୀପ୍ତି

ତାରାମେଳେ ମିଳେନାହିଁ ଚନ୍ଦ୍ର ସମ ତୃପ୍ତି ।


ଦୁନିଆଁର ଭିଡ଼ରେ ଯେ ମନ କିଣି ନିଏ

ପର, ନିଜର କି ଦୂର ଫରକ ନଥାଏ ।

ସମ୍ପର୍କର ମାଳାରେ ସେ ଅଟଇ ପଦକ

ସୁଖ ଦେଇ ହରେ ଯେ ଜୀବନରେ ଶୋକ ।


ଏମିତି ଯାହାକୁ ମିଳେ ଜୀବନରେ ସାଥୀ ।

ତାହା ଠାରୁ ସୁଖୀ କିଏ ? କିଏ ଭାଗ୍ୟବତୀ ?


Rate this content
Log in

Similar oriya poem from Romance