Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banishree Upadhyaya

Drama

3  

Banishree Upadhyaya

Drama

ହୃଦୟ

ହୃଦୟ

1 min
12K


ଦୁଇଟି ହୃଦୟ ମିଳନରେ 

ସଂପର୍କ ର ସମଂଭାର 

ସଂପର୍କ ଅଟଇ ଯେ ପବିତ୍ର ବନ୍ଧନ ।

ଏଇ ସଂପର୍କରେ ଗୋଢା ମାନବ ଜୀବନ 

ଘନିଷ୍ଠ ସମ୍ପର୍କ କରଇ ପରସ୍ପର ଦେହ ମନ 

ସଂପର୍କ ବିହିନ ଜୀବନ କେବଳ 

ହୋଇ ଥାଏ ମୂଲ୍ୟ ହିିନ

ଜନ୍ମ ମାତ୍ରା କେ ସଂପର୍କ  ର ଡୋରି 

ଲମ୍ବି ଯାଏ ପ୍ରତି ଦିନ ।

ସ୍ନେହମମତା ବିିିଶ୍ଵାସ ଭୋରଷା 

ସଂପର୍କ ର ବରଦାନ 

ଜୀବନ ପଥ ରେ ଚାଲି ପାରେେ ନାହିଁ

ସଂପର୍କ ନ ଥିବା ଲୋକ।

ଆଗ୍ରହେ ସମସ୍ତେ ବଜାଇ ରଖନ୍ତି 

ସଂପର୍କ ର ମହା ମୁଲିୟ 

ହୃଦୟ ସତ୍ୟ ସନାତନ ଅଟେ ଚିରନ୍ତନ 

ସଂପର୍କ ସତ୍ୟ ହେଲେ

ମଣିଷ ହୁଏ ବଳୀୟାନ ।।


Rate this content
Log in

Similar oriya poem from Drama