ହୃଦୟ
ହୃଦୟ
ଜ୍ୱଳନ ହୃଦୟ ରେ ତମେ
ଯେବେ ଲେପି ଦିଅ ମଲମ
ଆନ୍ତର୍ଜ୍ୱଳନ ଦହନ ରେ
ତମେ ଯେବେ ବୋଳି ଦିଅ
ଚନ୍ଦନ ସେତିକି ବେଳେ ମୁଁ
ଆତ୍ମବିଭୋର ହୁଏ
ଆତ୍ମବିଶ୍ୱାସ ରେ ମୁଁ
ଖୋଜେ ଈଶ୍ୱର
ସେଇ ମୋର ଆତ୍ମ ସନ୍ତୁଷ୍ଟି......
ଜ୍ୱଳନ ହୃଦୟ ରେ ତମେ
ଯେବେ ଲେପି ଦିଅ ମଲମ
ଆନ୍ତର୍ଜ୍ୱଳନ ଦହନ ରେ
ତମେ ଯେବେ ବୋଳି ଦିଅ
ଚନ୍ଦନ ସେତିକି ବେଳେ ମୁଁ
ଆତ୍ମବିଭୋର ହୁଏ
ଆତ୍ମବିଶ୍ୱାସ ରେ ମୁଁ
ଖୋଜେ ଈଶ୍ୱର
ସେଇ ମୋର ଆତ୍ମ ସନ୍ତୁଷ୍ଟି......