STORYMIRROR

Prasanna Kumar Madala

Abstract

4  

Prasanna Kumar Madala

Abstract

ହୃଦୟ ଫାଡି

ହୃଦୟ ଫାଡି

1 min
24.3K


କାଗଜର ଏଇ      ଉଡାଜାହାଜକୁ

ଜହ୍ନକୁ ଦେଇଛି ଛାଡ଼ି

ସେଇଠି ପହଞ୍ଚି   ତୋ' ଘର ଠିକଣା

ଖୋଜିଲେ ପାରିବ କାଢ଼ି

ଜାଣିନି ସିନା ମୁଁ    କେଉଁଠି ହଜିଲୁ

ପଣତକାନି ତୋ' ଝାଡି

ଠିକଣା ପାଇଲେ ସଙ୍ଗେ ସଙ୍ଗେ ତୋର

ଘରକୁ ଯିବି ଲୋ ମାଡ଼ି

ନେଇଛୁ ହୃଦୟ ଫାଡି

ଭଲ ପାଉ ବୋଲି  ଜାଣିବା ମାତ୍ରକେ

ଅଟକି ନଯାଉ ନାଡୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract