STORYMIRROR

Satyanarayan Sahoo

Abstract Horror Tragedy

3  

Satyanarayan Sahoo

Abstract Horror Tragedy

ହୃଦୟ ହୀନ।

ହୃଦୟ ହୀନ।

1 min
172

ଆଜିର ସମାଜେ ଆହା କି ଦୁଃଖ ଏ 

ଘଟି ଚାଲେ ପ୍ରତି ଦିନ 

ସାଂପ୍ରତିକ ଜନ ମାନସ ମଳିନ 

ଆହାକି ହୃଦୟ ହୀନ

ଅସଂଖ୍ୟ ଘଟଣା ଦେଖି ଶୁଣି, ପଢି 

ପାଶବିକ କାର୍ଯେ ମନ

ଆକର୍ଷିତ କରେ ଜନ ମାନସରେ

ଦୁଷ୍ପ୍ରବୂତ୍ତି ଦିନୁଦିନ 

ବଢି ଯାଇ ନିଏ ଦାରୁଣ ନିସ୍ପତ୍ତି 

ଘଟାଏ ବହୁ ଦାରୁଣ

ଟିକି ଶିଶୁ ଟିକୁ ହତ୍ୟା କରେ କାହିଁ

ଦେବତା ତୂପତି ପାଇଁ

ଆପଣାର ମାନ ମହତ ପାଇଁ କି

 ଲୋକ ଙ୍କୁ ବିଷ ଦିଅଇ

ତାହା ପରି କେତେ ହୂଦୟ ହୀନା ଏ 

ସମାଜେ ସହଜେ ଅନ୍ଧ କାନୁନର 

ଜାଲ ରେ ଛପି ରହନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract