Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Inspirational Others Children

3  

Anita Jena

Inspirational Others Children

ହୃଦ ମନ୍ଦିରର ଦେବୀ

ହୃଦ ମନ୍ଦିରର ଦେବୀ

1 min
219


ସୂର୍ଯ୍ୟ ଚନ୍ଦ୍ର ଯହିଁ ସତ୍ୟ ନିରନ୍ତର 

   ସେ ସ୍ଥାନେ ପିତାମାତା ଦେବତା ଯେ ମୋର ।


ଏନ୍ତୁଡ଼ିଶାଳ ରୁ ମଶାଣି ଯୁଇ

   ତା ବିନା ନିଜର ନୁହଇ କେହି ।


ଦଶ ମାସ ଦଶ ଦିନ ଗର୍ଭରେ ଧରି

  ବହୁ ପ୍ରତିକ୍ଷିତ ପ୍ରତୀକ୍ଷା ଗଲା ସେ ସରି । 


ଅସହ୍ୟ ଯନ୍ତ୍ରଣା ହସି ହସି ସହି

  ତା କୋଳେ ସେ ନେଲା କୋଳେଇ ।


ଅଳି, ଅର୍ଦ୍ଦଳି ଅଝଟ ସହି

   ବାଟ ଚଲେଇଲା ହାତ ମୋ ଧରି ।


ଗଙ୍ଗା, ଯମୁନା ତ୍ୟାଗର ମୂର୍ତ୍ତିମତ ବିଗ୍ରହ ସାଜି

   ସବୁ ରାତି ତାର ଯାଏ ଲୁହ ରେ ଭିଜି ।


ସୁଖର ଅମୃତକୁ ଦିଏ ପିଏଇ

  ଦୁଃଖର କୋଳାହଳ କୁ ନିଏ ସେ ଢୋକି ।


ଅନ୍ଧାରୀ ମୁଲକ ରୁ ଆଣେ ସେ ଟାଣି 

   ଶିଖାଏ ସେ ପୁଣି ରାଜାପୁଅ ଠାଣି ।


ସବୁ କଷ୍ଟ, ଯନ୍ତ୍ରଣା ଯାଏ ତ ଡରି 

   ଘୋଡେଇ ଦିଏ ଯେବେ ସେ ପଣତ କାନି ।


ହୃଦ ମନ୍ଦିରରେ ସାଜି ତୁମେ ଦେବୀ

   ସଦା ପୂଜା ପାଇବଟି ।


ତୁମ ପାଇଁ ଜନମିଛି, ତୁମରି କୋଳ ରେ

  ସରଗର ସୁଖ ଆଣି ଢାଳି ଦେବି ତୁମ ଦୁଇ ପୟ ରେ । ।


Rate this content
Log in

Similar oriya poem from Inspirational