STORYMIRROR

Gunanidhi Samal

Romance

3  

Gunanidhi Samal

Romance

ହୋଲି

ହୋଲି

1 min
274

ଆଉ କାହା ସାଥେ କହିଲୁ କେମିତି

ଖେଳିବି ଯାଇ ମୁଁ"ରଙ୍ଗ

କଥା ପରା ତୋତେ ଦେଇଥିଲି ମୁହିଁ

ଛାଡିବିନି ତୋର ସଙ୍ଗ ।

ଆଉ କାହା ସାଥେ କହିଲୁ କେମିତି

ଖେଳିବି ଯାଇ ମୁଁ"ରଙ୍ଗ

କଥା ପରା ତୋତେ ଦେଇଥିଲି ମୁହିଁ

ଛାଡିବିନି ତୋର ସଙ୍ଗ ।

ସେଇ ରଙ୍ଗ ପରା ମଥାରେ ତୋହର

ଝଟକୁଛି ଦାଉ ଦାଉ

ଡାକୁଛୁ ଯା'ଏବେ ଆଲୋ ଚାନ୍ଦମୁହିଁ

କି'ହୋଲି ଖେଳିବି ଆଉ ।

ଆଜି ଅଛି ହୋଲି କାଲି କି' ନଥିବ

କଥା ରହିଥିବ ମନେ

ସିନ୍ଥିରେ ତୋହର ପ୍ରୀତିର ଅବିର

ଟାଣିଥିଲି ପରା ଦିନେ ।


Rate this content
Log in

Similar oriya poem from Romance