STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ହୋଲି ହେରାଫେରି

ହୋଲି ହେରାଫେରି

1 min
205

ଇନ୍ଦ୍ରଧନୁ ଦିଶେ ଫିକା 

ରଙ୍ଗ ମାରୁଛି ଛକା ଚଉକା 

ହୋଲି ଆସି ମାରେ ଆଖିମିଟିକା 

କାଳିଆ ହାତରେ ଡୋରି 

କରୋନା ରେ ସାତସରି 

କୌତୂହଳେ କିଏ ଚାହେଁ 

ଏଣିକି ତେଣିକି ଫେରି 

ରଙ୍ଗ ଟିକିଏ ଦେବାକୁ ମାରି 

ପ୍ରଚାର ପ୍ରସାର ଚୁଲ୍ଲୀକି ଯାଉ 

ଖେଳିବୁ ରଙ୍ଗର ହୋରୀ 

ନିଜ ରଙ୍ଗ ଢଙ୍ଗ ଦେଖାଇ ମଣିଷ 

ପ୍ରକୃତି କୁ କଲା ସରି 

ଏଣିକି ଦଇବ ହାତରେ ପଘା 

ଭାବି ଭାବି ଵସ ମନମାରି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract