Meenakshi Padhy
Comedy
ଗେଟୁଲ୍ ପେଟୁଲ୍ ବେଙ୍ଗ ମଉସା
ହାତ, ଗୋଡ଼ ସରୁ ଦିଶିଲା...
ଦିନ ରାତି ଖାଲି ନିଶା ଚରି ଚରି
ଦେହ ଦୁରୁବଳ ହୋଇଲା ।
ମଦକୁ ପିଇଲା, ମଦକୁ ଖାଇଲା,
ମଦରେ ଶୋଇଲା ପୁଣି...
ପାଣି ନ ପିଇ ସେ ଜୀବନ ଛାଡି଼ଲା
କଲିଜା ହୋଇଲା ପାଣି।
ଈଶ୍ବର
ଦି ବୁନ୍ଦା ଲୁହ
ଅନୁତାପ
ବହି
କଲମ
ଗଛର ଆତ୍ମକଥା
ସ୍ତ୍ରୀ
ପ୍ରେମିକା
ସଂଘର୍ଷ
ଶିଶୁ
" ଆହେ ସରକାର " " ଆହେ ସରକାର "
ଇଂରାଜୀ କହିଲେ ସମ୍ମାନ ମିଳୁଛି ଓଡ଼ିଆ ଥାଉ ଦୂରରେ ଓଡ଼ିଆ ଭାଷାକୁ ଲାଗିଛି ଗ୍ରହଣ ପୂର୍ଣ୍ଣିମାର ଚ଼ନ୍ଦ୍ର ତୀରେ , ଇଂରାଜୀ କହିଲେ ସମ୍ମାନ ମିଳୁଛି ଓଡ଼ିଆ ଥାଉ ଦୂରରେ ଓଡ଼ିଆ ଭାଷାକୁ ଲାଗିଛି ଗ୍ରହଣ ପୂର୍ଣ୍ଣି...
କୋରୋନା କଲା କାଲ୍ କୋରୋନା କଲା କାଲ୍
ଘରେ ବସି ବସି କି ପାଠ ପଢିବ ଅନଲାଇନ ପାଠ ମିଛ, କାଗଜ କଲମ କଳାପଟା ବିନା ବୁଝିକି ହେବ ଗଣିତ।୨। ଘରେ ବସି ବସି କି ପାଠ ପଢିବ ଅନଲାଇନ ପାଠ ମିଛ, କାଗଜ କଲମ କଳାପଟା ବିନା ବୁଝିକି ହେବ...
ଝିଙ୍କ ପରି ବାଳ ଷ୍ଟାଇଲି କରିଛି ଚୁଚୁନ୍ଦ୍ରା ମୁହଁକୁ ମାନୁଛି ଭାରି ଫଟା ଜିନ୍ ପ୍ୟାଣ୍ଟ୍ ପିନ୍ଧି ବାହାରୁଛି ଝିଙ୍କ ପରି ବାଳ ଷ୍ଟାଇଲି କରିଛି ଚୁଚୁନ୍ଦ୍ରା ମୁହଁକୁ ମାନୁଛି ଭାରି ଫଟା ଜିନ୍ ପ୍ୟାଣ୍ଟ...
କହିଲେ ତ ସ୍ୱାମୀ ପଣିଆ ହୋଇଯିବ ନିଲାମ ନୀରବ ରହିଲା ମାରି ତାହାକୁ ଶହେ ସଲାମ। କହିଲେ ତ ସ୍ୱାମୀ ପଣିଆ ହୋଇଯିବ ନିଲାମ ନୀରବ ରହିଲା ମାରି ତାହାକୁ ଶହେ ସଲାମ।
ନାରୀ ନାରୀ
ମାଆ କୋଳେ ଧରି କହେ ମୋ ଜୀବନ ପତ୍ନୀ କହେ ସୁନାଖଣି, ମାଆ ଆଣିଦିଏ ସରଗରୁ ଚାନ୍ଦ ପତ୍ନୀ ଦିଏ ସୂର୍ଯ୍ୟ ଆଣି | ... ମାଆ କୋଳେ ଧରି କହେ ମୋ ଜୀବନ ପତ୍ନୀ କହେ ସୁନାଖଣି, ମାଆ ଆଣିଦିଏ ସରଗରୁ ଚାନ୍ଦ ପତ୍ନୀ ଦିଏ ...
କୁହାଯାଏ ସତ୍ୟ-ଧର୍ମ ପଥେ ଥିଲେ ବିପଦ ଆସିବ ନାହିଁ, କୁହାଯାଏ ସତ୍ୟ-ଧର୍ମ ପଥେ ଥିଲେ ବିପଦ ଆସିବ ନାହିଁ,
କପଟ ଗୁଣଟି ଫିସାଦିଆ ପାଶେ ତାକୁ ତ ଦୂରୁ ଜୁହାର, ଗାଲୁଆ କହିବ ସବୁ ମୁଁ କରିଛି କେବେ ନୁହେଁ ସେ କାହାର କପଟ ଗୁଣଟି ଫିସାଦିଆ ପାଶେ ତାକୁ ତ ଦୂରୁ ଜୁହାର, ଗାଲୁଆ କହିବ ସବୁ ମୁଁ କରିଛି କେବେ ନୁହେଁ...
କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ କବିତା-80: ଆମେ ଓଡ଼ିଆ ଭାରି ଆଗୁଆ କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ କବିତା-80: ଆମେ ଓଡ଼ିଆ ଭାରି ଆଗୁଆ
ଶୁଣି କା' ଶବଦ ଭାଙ୍ଗିଗଲା ନିଦ ଦେଖିଲି ଘନିଆ ଭାଇ, ଆସନ୍ତୁ ବଜାର ଧରିକି ହଜାର ... ଶୁଣି କା' ଶବଦ ଭାଙ୍ଗିଗଲା ନିଦ ଦେଖିଲି ଘନିଆ ଭାଇ, ଆସନ୍ତୁ ବଜାର ...
କେଡ଼େ କେଡ଼େ ନେତା ଆସନ୍ତି ଘରକୁ ତାଙ୍କୁ ମୁଁ ଜିତେଇ ଦିଏ, ଅଡୁଆରେ ଥିଲେ ଅଫିସରଙ୍କୁ ମୁଁ ଅସଲ ବାଟ ଦେ କେଡ଼େ କେଡ଼େ ନେତା ଆସନ୍ତି ଘରକୁ ତାଙ୍କୁ ମୁଁ ଜିତେଇ ଦିଏ, ଅଡୁଆରେ ଥିଲେ ଅଫିସରଙ୍କୁ ମୁଁ ଅ...
ଚିକେନ ମଟନ ଖାଇ ପାଳିବି ମୁଁ ଛାଡ ଖାଇ I ଜିଭ ଲାଳସା ମେଣ୍ଟାଈ, ଧରମ ଚୁଲିକି ଯାଇ......... ଚିକେନ ମଟନ ଖାଇ ପାଳିବି ମୁଁ ଛାଡ ଖାଇ I ଜିଭ ଲାଳସା ମେଣ୍ଟାଈ, ଧରମ ଚୁଲିକି ଯାଇ....
ଇନ୍ଦିରା ଆବାସ ବୁଢୀକୁ ମିଳିଛି ତାକୁ ମୁଁ ଭଡ଼ାରେ ଦେଇଛି, ଇନ୍ଦିରା ଆବାସ ବୁଢୀକୁ ମିଳିଛି ତାକୁ ମୁଁ ଭଡ଼ାରେ ଦେଇଛି,
ମୋ ସାଥୀରେ ପଦେ ମିଠା କଥା କାହିଁ କେବେ ତୁମେ ହେଉ ନାହଁ ମୋ ସାଥୀରେ ପଦେ ମିଠା କଥା କାହିଁ କେବେ ତୁମେ ହେଉ ନାହଁ
ଗାଈ ସିନା ହେଲା ମଣିଷର ପାଇଁ ଗୋମାତା ପୁଣି ପୂଜିତା, ମହାଦେବଙ୍କର ବାହାନ ତ ଷଣ୍ଢ ହୋଇଛି ଜଗତ ଜିତା | ସାଥୀ... ଗାଈ ସିନା ହେଲା ମଣିଷର ପାଇଁ ଗୋମାତା ପୁଣି ପୂଜିତା, ମହାଦେବଙ୍କର ବାହାନ ତ ଷଣ୍ଢ ହୋଇଛି ଜଗ...
ଆକାଶେ ଯାତ୍ରା ଶୀତ ଋତୁରେ କଷ୍ଟଦାୟକ ଲାଗେ ଶୀତରେ ହୋଇ ମୁଁ ଥରଥର ମୋ'କାମ କ... ଆକାଶେ ଯାତ୍ରା ଶୀତ ଋତୁରେ କଷ୍ଟଦାୟକ ଲାଗେ ଶୀତରେ ହୋଇ ମୁଁ ଥରଥର ...
ଯାଜପୁର... ଯାଜପୁର...
ଶୀତରେ ବଢିବ କରୋନା ଯନ୍ତ୍ରଣା ଏବେ ସେ ଦେଇଛି ଚିଠି, କରୋନା ବଢିଲେ କେନ୍ଦ୍ର ଦେବ ପାଣ୍ଠି ଶୀତରେ ବଢିବ କରୋନା ଯନ୍ତ୍ରଣା ଏବେ ସେ ଦେଇଛି ଚିଠି, କରୋନା ବଢିଲେ କେନ୍ଦ୍ର ଦେବ ପାଣ୍ଠ...