STORYMIRROR

Sudipta Behera

Abstract

2  

Sudipta Behera

Abstract

ହଁ

ହଁ

1 min
225

ହଁ

ସତ୍ୟ ନାମେ ମିଥ୍ୟା ଏଠି

ଏକାଙ୍ଗ ଚକ୍ରବର୍ତ୍ତୀ

ମଦ୍ୟ ମାଂସ ଚର୍ବିତ ଚର୍ବଣ

ଶୋଷଣ ଚୋଷଣ ଭକ୍ଷଣ

ଏକାକାର ସବୁ ମୂଢ ମତି.

ଗ୍ଲାନି ଭାରେ ବସୁଧା ଅବଶ

ଅଧର୍ମ ଅଗ୍ନିରେ ସର୍ବ ନର୍କ ଦାହ.

ହଁ ଏଠି ତବ

ନିଶ୍ଚିତ ଆଗମ ଲୋଡ଼ା

ନର ହନ୍ତା ରାକ୍ଷସ ବିନାଶୀ

ସତ୍ୟ ନ୍ୟାୟ ଧର୍ମ କେତନ ଉଡାଇ

ସ଼୍ଙୃଷ୍ଟି ଚାହେଁ ନୂତନ ପୃଥିବୀ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract