STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ହିସାବ

ହିସାବ

1 min
89

କଳଙ୍କିତ ଏକ ଅଧ୍ୟାୟ

ପାଲଟିଯାଏ ଜୀବନଟା

ବିନା କଳଙ୍କରେ

କାହିଁକିନା, ଜୀବନ

ବିନା, କାରଣରେ, ଇତିହାସ

ବନେ, କେବେ, ପୋଥିଟିଏ

ପୁରାଣର, ଅପଢା

ପୃଷ୍ଠାକୁ, କେବେ, ପଢ଼ିହୁଏ

କେଉଁଠି, କେମିତି

କେତେବେଳେ, ହିସାବ ନଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract