ହେବା ଆସ କୁଣ୍ତା କୁଣ୍ଢି
ହେବା ଆସ କୁଣ୍ତା କୁଣ୍ଢି
ବଜାରକୁ ଯାଇ ଆଣିଛି ତୋ ପାଇଁ
ଚକୋଲେଟ୍ ପ୍ରିୟା କିଣି
କୋଳରେ ବସେଇ ଖୁଆଇବି ତୋତେ
ରୋମାଣ୍ଟିକ୍ ସଙ୍ଗ୍ ଶୁଣି
ନଈ କୂଳଆଡେ ଯିବା ପ୍ରିୟା ମିଶି
ହେବା ଦୁହେଁ କୁଣ୍ଢାକୁଣ୍ଢି
ସଚେତନ ପାଇଁ ବାନ୍ଧିଥିବା ଦୁହେଁ
ମୁହଁରେ ଆମର ତୁଣ୍ଡି
ସଅଳେ ଫେରିବା ଘରକୁ ଯେ ଦୁହେଁ
ଜାଣିବେନି ବାପା ବୋଉ
ଆଗକୁ ଆସୁଛି କେତେ ଦିବସ ଯେ
ଖାଆନା ଏବେଠୁ ଭାଉ

