STORYMIRROR

Basanti Pattnaik

Inspirational

2  

Basanti Pattnaik

Inspirational

ହେ ସତ୍ୟ ଶିବ ସୁନ୍ଦର

ହେ ସତ୍ୟ ଶିବ ସୁନ୍ଦର

1 min
150

ହେ ସତ୍ୟ ଶିବ ସୁନ୍ଦର ପରେମଶ୍ୱର

 ତୁହିରେ ଅଟୁ ସବୁରି ଜୀବର        

 ତୋର ନାମ ଅଟେ ଅତି ସୁନ୍ଦର

 ସୃଷ୍ଟି ଯଦି ଅଛି ଶ୍ରଷ୍ଠାରେ କେହି

 ଜଣେ କେହି ଅଛି ଗୁପ୍ତରେ ତହିଁ

 ଗୁୁପ୍ତରେ ରହି ଗଢୁରେ ତୁହି


କୀଟ ତରୁ ଲତା ମାନବ ତହିଁ

ତୁହି ଅଟୁ ସାକାର ବିକାର ଅବା ନିରାକାର 

 ତୋର ନାମ ସ୍ମରଣେେ ଧନ୍ୟ ହେଉ ଜୀବନ ମୋହର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational