STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ହେ ସଚ୍ଚିଦାନନ୍ଦ

ହେ ସଚ୍ଚିଦାନନ୍ଦ

1 min
382

ଏ ଛାତିଟା ଯଦି ସହର ହେଇଥାନ୍ତା 

ପଥରର, ଏ ହୃଦୟଟା ଯଦି ମହଲ 

ହେଇଥାନ୍ତା ଗଢିବାର, ଯଦି ମୁଁ 

କେବେ ଗରଳ ପିଏ, ହଳାହଳ 

ଜୀବନ ଯାତନାର, କିଏ ସାଜିପାରେ 

ନୀଳକଣ୍ଠ, ହୃଦୟ ମୋର ସଫେଦ 

କାଗଜ, ଆଙ୍କିପାର ଅଙ୍କନ, ଏଇ 

ମୋର ପରିମିତି ଉପପାଦ୍ୟ ଜୀବନର 

ଆଙ୍କେ ଚିତ୍ରକଳ୍ପ, ଜୀବନ ଯନ୍ତ୍ରଣା ର 

ପ୍ରତିଟି ମୁହୂର୍ତ୍ତର, ଜଳିବାର ଯାତନାର 

ଖୋଜୁଥାଏ ପୁଣି ଉତ୍ସ ଆନନ୍ଦ ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

Similar oriya poem from Abstract