STORYMIRROR

Trushna Das

Abstract Romance Others

4  

Trushna Das

Abstract Romance Others

ହେ ପ୍ରିୟତମା

ହେ ପ୍ରିୟତମା

1 min
348

ହେ ପ୍ରିୟତମା

ତୁମେ ମୋ ସପନର ନାୟିକା 

ତୁମେ ମୋ ମନର କବିତା

ତୁମେ ପରା ମୋ ଜୀବନର ଶିଖା।। 


ହେ ପ୍ରିୟତମା 

ତୁମେ ମୋ ଆଖିର ନୟନ ତାରା

ତୁମେ ମୋ ଲେଖନୀର ଧାରା

ତୁମେ ପରା ମୋ ଜୀବନର ଦିଶା। 


ହେ ପ୍ରିୟତମା ମୋର 

ତୁମକୁ ଏମିତିକା ମୁହିଁ କରୁଥିବା ପ୍ରେମ 

କୁହ ହୋଇବ କି ତୁମେ ସାଥୀ ମୋର

ଏମିତି ସବୁ ଦିନର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract