STORYMIRROR

ଲିମନ ଦିଦି

Classics

3  

ଲିମନ ଦିଦି

Classics

ହେ ନାଥୁରାମ୍

ହେ ନାଥୁରାମ୍

1 min
338


ହେ ନାଥୁରାମ୍,

 ଆଉ ଥରେ ନିଅ ଜନ୍ମ

ଚଳାଅ ବନ୍ଧୁକ ମୁନ

ଧ୍ବଂସ କର ଏ ନୂତନ

ଯାହା ରହିଛି ଗୋପନ

କରିଦିଅ ଉନ୍ମୋଚନ

ପୁରୁଣାକୁ କର ସଂକଳନ

ଗାନ୍ଧୀ ହୋଇ ପୁଷ୍ପ ସମାନ

କରିଦେଇଥିଲ ନିଧନ

ଏବେ ତ ଗୋବିନ୍ଦ କଳଙ୍କପୂର୍ଣ୍ଣ

ପାପଭାର କର ଶୂନ

ନିରିହ ନପାଉ କଷଣ

ହେ ନାଥୁରାମ୍,

ଆଉ ଥରେ ନିଅ ଜନ୍ମ

          ସ୍ବାଗତ କରୁଛି ।

              


Rate this content
Log in

Similar oriya poem from Classics