STORYMIRROR

Badal Nanda

Thriller

3  

Badal Nanda

Thriller

ହେ ମଣିଷ ତୁମେ ବୁଝି ଯାଅ

ହେ ମଣିଷ ତୁମେ ବୁଝି ଯାଅ

1 min
213

ହେ ମଣିଷ ତୁମେ ବୁଝି ଯାଅ

ତୁମ ରାଜ ଏ ଧାରାରେ ଆଉ ବେଶି ଦିନ ନୁହେଁ l

ପ୍ରକୃତି ନିଜକୁ ତୟାର କଲାଣି,

ତା ଦେଇଥିବା ଦାନ ତୁମଠୁଁ ଫେରାଇ ନେବାପାଇଁ,

ମୂଲ୍ୟ ବୁଝ ତୁମେ ସେ ଅମୂଲ୍ୟ ଦାନର,

ଉତ୍କୃଷ୍ଟ ଜୀବନଶୈଳୀ ପାଇବ,

ହୁଏତ ପୂର୍ବରୁ ତୁମେ ଅସଜଡ଼ା ଥିଲ

ହେଲେ ଏବେ ମଶାଣିର ଅଗ୍ନିରେ ଜାଳି ହେବାପାଇଁ ବି ତୁମକୁ ଶୃଙ୍ଖଳିତ ହେବାକୁ ପଡିବ 

ତେଣୁ ହେ ମଣିଷ ତୁମେ ବୁଝିଯାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller