STORYMIRROR

Badal Nanda

Classics

2  

Badal Nanda

Classics

ହେ ରାତ୍ରି

ହେ ରାତ୍ରି

1 min
121

ହେ ରାତ୍ରି....

ହେ ରାତ୍ରି ଉଭା ହୁଅ ହୃଦୟେ ମୋ  

ଘୋଟି ଯାଉ ଘୋର ଅନ୍ଧକାର,  

ଭାଙ୍ଗି ଯାଉ ମୋର ସର୍ବ ଅହଂକାର 

ଛୀର୍ଣ ହେଉ ଗର୍ବ ମୋର ll

ଉଦନ୍ତେ ଭାସ୍କର ପ୍ରଥମ କିରଣେ ହୃଦୟ ନିର୍ମଳ ହେଉ 

 ଆଶୀର୍ବାଦ

ମୋତେ କର ମହାପ୍ରଭୁ ନୂତନ ପ୍ରାରମ୍ଭ ହେଉ ll

ଏ ମଥା ରହୁଥାଉ ଖୋଜି ତୁମ ଚରଣା ବିନ୍ଦ,

ତବ ଚରଣେ

ଆଶ୍ରିତ ବାଦଲ ନନ୍ଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics