STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ହେ କବି ଗଣ

ହେ କବି ଗଣ

1 min
212


ବିଶ୍ବ କବି ତୁମକୁ ଜଣାଏ ହୃଦୟରୁ ପ୍ରଣତି

ତୁମରି ଆଶିଷରେ ମରତେ ଅରଜିବୁ କିରତି

ହେ କବି ଗଣ ତୁମେ ସ୍ରଷ୍ଟା ହୋଇ ଜଗତ କୁ କର ପରିବର୍ତ୍ତନ

ଅନ୍ଧବିଶ୍ୱାସ ,କୁସଂସ୍କାର ଦୂର କରିବାକୁ ତୁମେ ସମର୍ଥ ଜାଣ

ପର ହିତ କାରି ଦିବ୍ୟ ମନଧାରି ହେ ଇଶ୍ବର ଙ୍କ ସନ୍ତାନ 

କବି ହୋଇ ଜନ୍ମ ଲଭିଅଛ ଜଗତର କରିବାକୁ କଲ୍ୟାଣ 

ତୁମରି ଲେଖନୀ ମୁନରେ ଦେଉଥାଅ ଦିବ୍ୟ ବାରତା

ତୁମରି କାବ୍ୟ ପଢି ଧନ୍ୟ ହେବେ ପାଠକ ଶ୍ରୋତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational