Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Abstract

2  

ଉମା ଶଙ୍କର ମାଝୀ

Abstract

ହେ ଇଶ୍ୱର ମୋତେ ଜମା ପରୀକ୍ଷI କରନା

ହେ ଇଶ୍ୱର ମୋତେ ଜମା ପରୀକ୍ଷI କରନା

1 min
281



ହେ ଇଶ୍ୱର ମୋତେ ଆଉ ପରୀକ୍ଷI କରନା...


ମୁଁ ବି ହାଡ଼ ମାଂସ ରେ ଗଢା ଶରୀର ଟେ 

ଯେତେ ସମ୍ଭବ ସହିଛି 


ଆଉ ସହିବାର ବେଳ ନାହିଁ !

କି ସହିବାର ଶକ୍ତି ନାହିଁ !!!


ସମୟ ରେ ଚକ୍ର ରେ ମୋତେ ଖେଳନା ଭାବୁଛ ?


ଠିକ ଅଛି 


ମୋତେ ଧନ ରେ ଗର୍ବ ର ପାହାଡ଼ ରେ 

ପୋତି ଦିଅନା ପଛେ ! !


କିନ୍ତୁ ମୋତେ ଶାନ୍ତି ଟିକିଏ ନିଶ୍ଚୟ ଦିଅ I


ମୁଁ ଭକତ ପ୍ରହଲ୍ଲାଦ ନୁହେଁ ଯେ 

ସବୁ ପରିସ୍ଥିତି ସାମାନ କରିବାର


ଆତ୍ମବଳ ମୋ ନିକଟରେ ରଖିଥିବି  

କିନ୍ତୁ ହଁ ମୃତ୍ୟୁ ର ସ୍ପର୍ଶ ଯାଏ 

ନିଶ୍ଚୟ ସତ୍ୟ ପଥରେ ଥିବି ..! !!!


 ପ୍ରଭୁ ମୋତେ ମିଥ୍ୟାବାଦୀ କରନାହିଁ 

ଶେଷରେ ଏତିକି କହିବି 

ହେ ଇଶ୍ୱର ମୋତେ ପରୀକ୍ଷI କରନାହିଁ..


ମୋ ଯେତିକି ସହିବା ଶକ୍ତି ଅଛି ସେତିକି 

ମନରେ ବଳ ଦିଅ I


 କିନ୍ତୁ ଜମା ପରୀକ୍ଷI କରନାହିଁ !!!!!


Rate this content
Log in

Similar oriya poem from Abstract