ହେ ଇଶ୍ୱର ମୋତେ ଜମା ପରୀକ୍ଷI କରନା
ହେ ଇଶ୍ୱର ମୋତେ ଜମା ପରୀକ୍ଷI କରନା
ହେ ଇଶ୍ୱର ମୋତେ ଆଉ ପରୀକ୍ଷI କରନା...
ମୁଁ ବି ହାଡ଼ ମାଂସ ରେ ଗଢା ଶରୀର ଟେ
ଯେତେ ସମ୍ଭବ ସହିଛି
ଆଉ ସହିବାର ବେଳ ନାହିଁ !
କି ସହିବାର ଶକ୍ତି ନାହିଁ !!!
ସମୟ ରେ ଚକ୍ର ରେ ମୋତେ ଖେଳନା ଭାବୁଛ ?
ଠିକ ଅଛି
ମୋତେ ଧନ ରେ ଗର୍ବ ର ପାହାଡ଼ ରେ
ପୋତି ଦିଅନା ପଛେ ! !
କିନ୍ତୁ ମୋତେ ଶାନ୍ତି ଟିକିଏ ନିଶ୍ଚୟ ଦିଅ I
ମୁଁ ଭକତ ପ୍ରହଲ୍ଲାଦ ନୁହେଁ ଯେ
ସବୁ ପରିସ୍ଥିତି ସାମାନ କରିବାର
ଆତ୍ମବଳ ମୋ ନିକଟରେ ରଖିଥିବି
କିନ୍ତୁ ହଁ ମୃତ୍ୟୁ ର ସ୍ପର୍ଶ ଯାଏ
ନିଶ୍ଚୟ ସତ୍ୟ ପଥରେ ଥିବି ..! !!!
ପ୍ରଭୁ ମୋତେ ମିଥ୍ୟାବାଦୀ କରନାହିଁ
ଶେଷରେ ଏତିକି କହିବି
ହେ ଇଶ୍ୱର ମୋତେ ପରୀକ୍ଷI କରନାହିଁ..
ମୋ ଯେତିକି ସହିବା ଶକ୍ତି ଅଛି ସେତିକି
ମନରେ ବଳ ଦିଅ I
କିନ୍ତୁ ଜମା ପରୀକ୍ଷI କରନାହିଁ !!!!!