STORYMIRROR

Puspanjali Panda

Abstract

3  

Puspanjali Panda

Abstract

ହେ ଚନ୍ଦ୍ର ଶେଖର

ହେ ଚନ୍ଦ୍ର ଶେଖର

1 min
162

ହେ ବିଶ୍ୱ ବନ୍ଦ୍ୟ 

ହେ ଶ୍ରୀ ଚନ୍ଦ୍ର ଶେଖର

ତ୍ରିନେତ୍ର ଧାରୀ ତ୍ରିପୁରାରୀ

ଆହେ ଆଶୁତୋଷ

ଶିବ ତ୍ରୟମ୍ବକ

ହେ ଶମ୍ବୁବାବା ହେ ଜଟାଧାରୀ।


ଭସ୍ମ ଲୋପିତ ହେ 

କର୍ପୁର ଗୌର 

ତ୍ରିଲୋକ ପାଳକ 

ମହାଦେବ

ରୁଦ୍ର ମହେଶ 

ଶମ୍ଭୁ ହେ ଦିନେଶ 

ହର ହରବିଷ ଦେବାଧିଦେବ।


ବିଶ୍ୱ ତ୍ରାସ ହାରି

କରୁଣା ର ବାରି

ଆଶୀର୍ବାଦ ଦିଅ ଯୋଗୈଶ୍ୱର

ପାପତାପ ହଟୁ 

ବିଶ୍ୱ ଜନ ହସୁ

ଜ୍ଞାନାଲୋକ

ଭରୁ ଚରାଚର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract