STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ହେ ବନ୍ଧୁ

ହେ ବନ୍ଧୁ

1 min
262

ମୁହୂର୍ତ୍ତ ମୁହୂର୍ତ୍ତ ସମୟର ପ୍ରବାହ

କେତେବେଳେ ଲଙ୍ଘିଯିବ ମତେ

ମୁଁ ଅପାରଗ ଆଉ ଆତଙ୍କିତ,

ହେ ଅମୂଲ୍ୟ ସମୟ

ଲଙ୍ଘିଯାଆନି ମତେ

ତୁମେ କାମଧେନୁ

ତୁମେ କଳ୍ପବୃକ୍ଷ

ହେ ବନ୍ଧୁ ଲଙ୍ଘି ଯାଆନି ମତେ

ପ୍ରୟାସ ମୋର

ତୁମ ସହିତ

ଚାଲିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract