STORYMIRROR

Santosh Mishra

Abstract Tragedy

3  

Santosh Mishra

Abstract Tragedy

ହାତ ଖୋଲା, ପେଣ୍ଟ ଢ଼ିଲା

ହାତ ଖୋଲା, ପେଣ୍ଟ ଢ଼ିଲା

1 min
203

ସକାଳରୁ ସଞ୍ଜ ଯାଏଁ

ହାଡ଼ ଭଙ୍ଗା ପରିଶ୍ରମ କରି

ଯେଉଁ ରୋଜଗାର

ଘରକୁ ଆଣେ,

ତାହା ପରିବାର ପାଇଁ

ନିଅଣ୍ଟ ପଡ଼େ,

କାରଣ, 

ମୁଁ ଠକାମିର ରୋଜଗରକୁ

ଘୃଣ୍ୟ ମଣେ ।


ତେଲିଆ ମୁଣ୍ଡରେ ତେଲ

ଏକଥା 

ଭଲ ଭାବରେ ଜାଣିଛି

ସେଇଥି ପାଇଁ ତ

ଧନୀକୁ ଚାରି ଦୁଆର ଖୋଲା,

ଆଉ ମୋ ପରି ଗରୀବର

ସୁଖ କମ୍, ଦୁଃଖ ବୋଳା,

ହାତ ଖୋଲା, ପେଣ୍ଟ ଢ଼ିଲା ।


Rate this content
Log in

Similar oriya poem from Abstract