Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Comedy Drama Fantasy

4.5  

Santosh Mishra

Comedy Drama Fantasy

ସ୍ୱାମୀଙ୍କ ଦେବତା

ସ୍ୱାମୀଙ୍କ ଦେବତା

1 min
300


ଶ୍ରୀମତୀ HM ହିରୋଇନ ଗୋଟିଏ

ମୁଁ ତାଙ୍କ ମେକପ ବୋୟ,

ଯେତେବେଳେ ଯାହା ଆଦେଶ କରନ୍ତି

ସବୁ କଥା ମାନୁଥାଏ  l


ଶାଢ଼ୀ ପିନ୍ଦିଲେ ସେ ତଳୁ କୁଞ୍ଚ ଧରେ

କାନିକୁ ସଜାଡି ଦିଏ,

ପାଉଡ଼ର ଗାଲେ ଅଧିକ ଲାଗିଲେ

ତାଙ୍କୁ କହି ପୋଛି ଦିଏ l


ଶାଢ଼ୀ ମେଚ କରି କାନର ବାଛନ୍ତି

କାନରେ ପିନ୍ଧେଇ ଦିଏ,

ଗଳାର ହାରକୁ ନିତି ବଦଳାନ୍ତି

ଦର୍ପଣ ଦେଖେଇ ଦିଏ l


ତାଙ୍କ ପାଖେ ଯେତେ ଲୁଗା ରହି ଅଛି

ସବୁ ଲାଗଇ ପୁରୁଣା,

ନିଇତି ସେ ନୂଆ ବସ୍ତ୍ର ପିନ୍ଧିବାକୁ

କରିବେନି କେବେ ମନା  l


HM ଙ୍କର ଯେବେ ଆଦେଶ ହୋଇବ

ଆଜ୍ଞା ପାଳିବାକୁ ବାଧ୍ୟ,

ମୁଣ୍ଡ ହଲେଇକି ସବୁ କାମ କରେ

ପାଳି ଥିବା ସେହି ଗଧ  l


HM କହିଲେ Husband's ମାଷ୍ଟର

ଏତ ନେଛୁରାଲ ଲାଇଫ,

ଆଜିର ଯୁଗରେ ମୂଷା Husband 

ବିଲେଇ ତାଙ୍କର ୱାଇଫ l


Rate this content
Log in

Similar oriya poem from Comedy