Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Comedy Drama Fantasy

4.5  

Santosh Mishra

Comedy Drama Fantasy

ଶାଳୀ

ଶାଳୀ

1 min
4


ସେ ଦିନ ଶାଳୀକୁ କହିଲି

ଯେମିତି 

ଅଜାଗା ଘା

ଦେଖି ହୁଏନି କି

ଦେଖେଇ ହୁଏନି,

ଠିକ୍ ସେମିତି

ତୁମେ

ରାକ୍ଷୀରେ ଯାଅନି କି

ସାକ୍ଷୀରେ ଯାଅନି l


ରାକ୍ଷୀ ବାନ୍ଧିଥିଲେ

ଭଉଣୀ ହୋଇଥାନ୍ତ

ସାକ୍ଷୀ ହୋଇଥିଲେ

ଧର୍ମ ପତ୍ନୀ ବୋଲାନ୍ତ,

ସେଥିପାଇଁ

ତୁମେ ଭଉଣୀ ଆଇନରେ

ଅଧା ଘରବାଲି ମନ ଭିତରେ l


ତୁମେ

ବମ୍ବେ ଲଡ଼ୁ

ଯେ

ଚାଖିଲା ମଲା,

ନ ଚାଖିଲେ 

ଅବଶୋଷ ରହିଗଲା l


ବେଶି ମିଶିଲେ

ଚରିତ୍ରରେ

ଲଗେଇବେ କାଳି,

ସେଇଥି ପାଇଁ

ଦୂରରେ ଥାଇ

ପାହାଡ଼ ଭଳି

ସୁନ୍ଦର ଦିଶେ - ଶାଳୀ l 


Rate this content
Log in

Similar oriya poem from Comedy