STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ହାତ ଧୋଇବା

ହାତ ଧୋଇବା

1 min
241


ପିଲାଦିନେ ହାତ ଧୋଇବାକୁ

କହୁଥିଲେ ବଡ଼ ମାନେ

ହେଲେ ଆଜି ମୁ ଜାଣିଅଛି

ବଡ଼ ଲୋକଙ୍କ କଥା

ସତ ହେଲା ଦିନେ ।

ହାତରେ କେତେ ଜୀବାଣୁ ରହିଛି ଆମର

ଯେବେ ଧୋଇବା ହାତ ସବୁ ରୋଗ

ହୋଇଯିବ ଦୂର,

ସାବୁନ ରେ ହାତ ଯେବେ ଧୋଇବା

ନିଜେ ସୁରକ୍ଷିତ ଜୀବନେ ହୋଇବା

ହାତ ଧୁଆ ଅଭ୍ୟାସ ହେଲା ଆମର

ଆମ ପିଲାଙ୍କ ପାଇଁ ଏହା ହେଲା ସଂସ୍କାର

ହାତ ଧୋଇବା କେବେ ଭୁଲିବା ନାହିଁ

ହାତ ଟି ସ୍ୱଚ୍ଛ ଥିଲେ ରୋଗ ଯିବ ଦୂରେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational