STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ହାପି ହଗ୍ ଡେ

ହାପି ହଗ୍ ଡେ

1 min
189

ଅନେକ ଦିନର   ଅପେକ୍ଷା ପରେ ଯେ

     ଆସିଛି ଏ ପ୍ରେମ ଋତୁ 

ବାନ୍ଧିବାକୁ ପୁଣି    ପ୍ରେମିକାର ମନେ

     ଭିନ୍ନ ଏକ ପ୍ରେମ ସେତୁ 

ଶୀତ ସକାଳର    କୋହଲା ପବନ 

     ଥରେଇ ଦେଉଛି ଛାତି 

ଆସ ପ୍ରିୟା ମୋତେ   କରି ଆଲିଙ୍ଗନ 

     ଢାଳି ଦିଅ ପ୍ରେମ ପ୍ରିତୀ

ବିତି ଯାଉ ଏଇ   ଆଲିଙ୍ଗନ ଦିନ 

     ବାହୁ ବନ୍ଧନେ ମୋ ରହି

ସାଉଁଟି ନିଅଗୋ  ହୃଦୟରୁ ପ୍ରେମ 

     ମନ ପାଖେ ମନ ଥୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance