ହାହାକାର
ହାହାକାର
ସଭ୍ୟତା ର ଦ୍ୱାହି ଦେଇ
ବ୍ୟକ୍ତି ପରିଚୟ ର
ପରିସମାପ୍ତି ର
ବିଭତ୍ସ ପରିପ୍ରକାଶ,
ଚତୁର୍ଦିଗେ
ଅରାଜକତା ର
କାୟା ବିସ୍ତାର ଭିତରେ
ଅଣନିଶ୍ୱାସୀ ପୃଥିବୀ
ମୁଖା ଭିତରେ
ମୁହଁ ଲୁଚାଇ
କରେ ହାହାକାର l
ସଭ୍ୟତା ର ଦ୍ୱାହି ଦେଇ
ବ୍ୟକ୍ତି ପରିଚୟ ର
ପରିସମାପ୍ତି ର
ବିଭତ୍ସ ପରିପ୍ରକାଶ,
ଚତୁର୍ଦିଗେ
ଅରାଜକତା ର
କାୟା ବିସ୍ତାର ଭିତରେ
ଅଣନିଶ୍ୱାସୀ ପୃଥିବୀ
ମୁଖା ଭିତରେ
ମୁହଁ ଲୁଚାଇ
କରେ ହାହାକାର l