STORYMIRROR

Disambar Meher

Abstract Tragedy Others

3  

Disambar Meher

Abstract Tragedy Others

ଗୁଟେ ଚିରା ଚିଠି

ଗୁଟେ ଚିରା ଚିଠି

1 min
363


ଚିରି ଦେନି

ଫେର୍ ଭି ଶାନ୍ତି ନେଇଁ ।


ତୁକଡ଼ା ତୁକଡ଼ା କନି

ଚିଏର୍ ବେରାତିକେ ଫିକିଦେନି

ହାବାନେ ଉଡିଗଲା ।


ଭାବିଥିନି

ଥରେକ୍ ନେ ଅଲଗା ହେଇଯିବା

ମୋର୍ ନୁ 

ଖୁବ୍ ଦୁରକେ ପଲାବା ।


ମାତର୍ ,ଚିଠିନୁ

ତାର୍ ସୁରତା, ହୁରୁଦ୍ ନେ ରହିଗଲା

ଜେତେ ମିଟାଲେ ଆର୍ ନାଇଁ ମିଟଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract