STORYMIRROR

Manasmita Das

Abstract Children

3  

Manasmita Das

Abstract Children

ଗୁରୁହିଁ ଈଶ୍ବର (ଶିଶୁ କବିତା)

ଗୁରୁହିଁ ଈଶ୍ବର (ଶିଶୁ କବିତା)

1 min
198


ଆମ ବିଦ୍ୟାଳୟ ଅଟେ ଏକ ମନ୍ଦିର

ଗୁରୁ ଅଟନ୍ତି ସଦାଆମର ଈଶ୍ବର 

ଆମେସବୁ ଅଟୁ ପୂଜକ ଗୁରୁଙ୍କର ।। ୧।। 


ଗୁରୁଙ୍କୁ ସଦାଥାଏ ଭୟ ଆମର 

ଗୁରୁଙ୍କୁ ଦେଖିଲେ ହେବା ଜୁହାର ।। ୨।। 


ଗୁରୁତ ଜ୍ଞାନଦାତା ଅଟନ୍ତି ଆମର

ତାଙ୍କପ୍ରତି ଭକ୍ତି ରହିଥାଉ ଆମର ।। ୩।। 


ଗୁରୁଙ୍କ ସ୍ନେହଶ୍ରଦ୍ଧାତ ଆମପାଇଁ ଅଟେ ସାର

ଗୁରୁଙ୍କ ତାଗିଦ୍ ଉଜ୍ଜ୍ବଳ ଭବିଷ୍ଯତ ଆମର ।। ୪।। 


ଗୁରୁ ଅଟନ୍ତି ଚଳନ୍ତି ଦେବତା ଆମର

ଗୁରୁଙ୍କ ପଦେ କୋଟିଏ ଜୁହାର ଆମର ।। ୫।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract