Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Madhusmita Gaikwad

Classics Inspirational Others

3.4  

Madhusmita Gaikwad

Classics Inspirational Others

ଗୁରୁଦେବ

ଗୁରୁଦେବ

1 min
149


ହେ ଗୁରୁଦେବ ଏ ପ୍ରଣାମ ନେବ 

ଭଲ ବାଟ ଦେଖାଇବ । 

ଜୀବନରେ ଆମ ମଧୁର ସଙ୍ଗୀତ

ଗାଈ ଦେଇ ଶୁଣାଇବ ।। 


ଗୁରୁ ତୁମେ ମାତା ଗୁରୁ ତୁମେ ପିତା । 

ଗୁରୁ ତୁମେ ଆମ ଭାଗ୍ୟର ବିଧାତା ।। 


ତୁମେ ହିଁ ତ ଆମ ଜୀବନର ଗୀତ 

ତୁମେ ତ ଆଲୋକ ତୁମେ ତ ଇଙ୍ଗିତ । 

ଇଙ୍ଗିତରେ ତୁମେ ବତାଅ ଆମକୁ

ଆମ ଜୀବନର ପଥକ ।। 


ଆହେ ଆମ ଗୁରୁ ତମେ ତ ସଦଗୁରୁ 

ବିଦ୍ୟାର ଭଣ୍ଡାର ଜ୍ଞାନର ସାଗର ।

ତମେ ତ ଈଶ୍ୱର ଆମ ମନ୍ଦିର ର ।। 


ଅନ୍ଧାରରୁ ଆଣି ଆଲୋକରେ ଛାଡି । 

ତୁମେ ତ ଆମର ଅନ୍ଧର ଲଉଡ଼ି ।। 

ଭଗବାନ ସମ ସୁନ୍ଦର୍ ଉତ୍ତମ । 

ଗୁରୁ ଦିବସ ରେ ଏତିକି ପ୍ରଣାମ ।। 


ଭୁଲ ଥିଲେ ମୋର କ୍ଷମା କରିଦେବ । 

ହାତ ଧରି ମୋର ରାସ୍ତା ଦେଖାଇବ ।। 


ଏତିକି ପ୍ରଣତି ଘେନ ହେ ଗୁରୁଜୀ । 

ତବ ଚରଣ ରେ ଏତିକି ବିନତି ।। 


Rate this content
Log in