STORYMIRROR

Madhusmita Gaikwad

Others

3  

Madhusmita Gaikwad

Others

ଜୀବନ ଜଂଜାଳ

ଜୀବନ ଜଂଜାଳ

1 min
223

ମରିବାକୁ ଚାହେଁ ମରି ପାରେ ନାହିଁ

ଜୀଇଁବାକୁ ଯାଇ ସହି ପାରୁ ନାହିଁ

ଜୀବନ ଜଞ୍ଜାଳ ଘାରି ଦେଇ ମୋତେ

ଜୀଅନ୍ତା ଶବ ମୁଁ ପାଲଟିଛି ଗୋଟେ

ସଂସାର ମାୟାରେ ବାନ୍ଧି ହୋଇ ଆଜି

ଜୀଇଁଛି ଆଜି ମୁଁ ମରୀଚିକା ସାଜି 

ହେ ପ୍ରଭୁ ମୋତେ ଭଲ ବାଟେ ନିଅ

ଦୁଃଖ ସହିବାକୁ ଶକ୍ତି ଟିକେ ଦିଅ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍