STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ଗୁରୁବେ ନମଃ

ଗୁରୁବେ ନମଃ

1 min
163

ବ୍ୟାପକ ଅର୍ଥରେ ସ୍ରଷ୍ଟା

"ପିତା ଗୁରୁ" ଶବ୍ଦ

ବ୍ରହ୍ମା ବିଷ୍ଣୁ ମହେଶ୍ବର,

ଶାଶ୍ବତ ଅର୍ଥରେ ସୃଷ୍ଟି 

"ମା ଧରିତ୍ରୀ"

ଜନନୀ ସହନଶୀଳ।


"ପତି-ପତ୍ନୀ" ଗୁରୁ 

ସଂସାର ପଥରେ 

କର୍ମ ଧର୍ମ ବଳ, 

"ମାତୃତ୍ବର ଶିକ୍ଷା"

ଗୁରୁ ପଦ ଆଖ୍ୟା 

ପରମ କୀର୍ତ୍ତୀବାନ।


ଅଦ୍ୟ ଆରମ୍ଭ "ଗୁରୁ ସୂରଜ"

"ଅଦ୍ୟ ଭୂମୀ" ଗୁରୁ

ପ୍ରଣାମ ଭୂମୀଶ୍ଚ,

ଗୁରୁ ପଞ୍ଚଭୂତ ଶିକ୍ଷା 

"ଶିକ୍ଷକ" ଅନୂଷ୍ଠାନ

ମାନ ପତିଷ୍ଠା ସମ୍ମାନ।


          ଗୁରୁ ମିତ୍ର, ସଖା, ସହଦର

            ଆଦର୍ଶର ପଥ ସଦା

             ଗୁରୁବେ ନମଃ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract