STORYMIRROR

Jeenashree Routray

Action Classics Inspirational

3  

Jeenashree Routray

Action Classics Inspirational

ଗୁରୁ

ଗୁରୁ

1 min
234

ଗୁରୁ ତୁମେ ମାତା ଓ ପିତା

ଗୁରୁ ତୁମେ ହିଁ ପରମ ପିତା

ଗୁରୁ ତୁମେ ଅନିର୍ବାଣ ଜ୍ୟୋତି

ଗୁରୁ ତୁମେ ପ୍ରଶାନ୍ତ ମୂରତି

ଗୁରୁ ନିନ୍ଦେ ନର୍କ ଯାଆନ୍ତୀ

ହେ ଗୁରୁଦେବ ତୁମେ ତ ସକାଳ ଶକ୍ତିବର ଆଧାର

ତୁମ ଆଶି ବାର୍ଦେ ସଂସାର ରୂପକ ଡଙ୍ଗା ହୋଇବ ପାର

ଜନ୍ମ ଦେଲେ ମୋତେ ମୋ ମାତା ଓ ପିତା

ଶିକ୍ଷା ଦାନ ଦେଲେ ଗୁରୁ ଦେବତା

ତାଙ୍କରି ଯୋଗେ ଚିଂହଇ ସଂସାର

ତାଙ୍କ ଚରଣ ବିନ୍ଦ ରେ ମୋର କୋଟି ନମସ୍କାର ।।



Rate this content
Log in

Similar oriya poem from Action