STORYMIRROR

Satyanarayan Sahoo

Abstract Inspirational Children

3  

Satyanarayan Sahoo

Abstract Inspirational Children

ଗୁରୁ

ଗୁରୁ

1 min
142


ଗୁରୁ ହିଁ ଯେ ପିତା

ଗୁରୁ ହିଁ ଯେ ମାତା

ଅଜ୍ଞାନ ସଂହାର କର୍ତ୍ତା ।

ଗୁରୁ ଶିକ୍ଷା ଦାତା

ଗୁରୁ ଦୀକ୍ଷା ଦାତା

ଗୁରୁ ହିଁ ସକଳ କର୍ତ୍ତା ।

ଗୁରୁ ଜ୍ଞାନ ଦାତା

ଅଜ୍ଞାନ ହରତା

ଗୁରୁ ହିଁ ବିଶ୍ଵ ନିର୍ମାତା ।

ଗୁରୁ ସୃଷ୍ଟି କର୍ତ୍ତା

ପାଳନ କରତା

ଗୁରୁ ହିଁ ସଂହାର କର୍ତ୍ତା ।

ଗୁରୁ ବୁଦ୍ଧି ଦାତା

ଗୁରୁ ସିଦ୍ଧି ଦାତା

ସତ୍ପଥେ ପ୍ରେରଣ କର୍ତ୍ତା ।

ଗୁରୁ ବିଦ୍ୟା ଦାତା

ଗୁରୁ ତଥ୍ଯ ଚିନ୍ତା

ଚେତନା ଜାଗ୍ରତ କର୍ତ୍ତା ।

ଚରିତ୍ର ନିର୍ମାତା

ଭାବେ ବିଘ୍ନ ହର୍ତ୍ତା

ଗୁରୁ ହିଁ ସକଳ କର୍ତ୍ତା ।

ଆଦର୍ଶ ପ୍ରତିଷ୍ଠା

ସତ୍ୟ, ଧର୍ମ ,ନିଷ୍ଠ।

ଗୁରୁ ହିଁ ସକଳ ଦ୍ରଷ୍ଟା ।

ପ୍ରେରଣ କରତା

ଗୁରୁ ସର୍ବ ଚେଷ୍ଟା

ଦିଅନ୍ତି ସବୁ ବାରତା ।

ସମସ୍ୟା ନିର୍ମାତା

ସମାଧାନ କର୍ତ୍ତା

କରନ୍ତି ସେହି ବ୍ୟବସ୍ଥା ।



Rate this content
Log in

Similar oriya poem from Abstract