STORYMIRROR

alok Kumar

Drama Tragedy Classics

3  

alok Kumar

Drama Tragedy Classics

ଗୁରୁ ଶିଷ୍ୟ

ଗୁରୁ ଶିଷ୍ୟ

1 min
192


ଜୀବନର ପଥ ପ୍ରଦର୍ଶକ ଯେ ଅଟନ୍ତି, ଗୁରୁ,

ଜୀଵନର ପଥ ପ୍ରଦର୍ଶକ ଯେ, ଅଟନ୍ତି ଗୁରୁ !


ଗୁରୁଙ୍କର ଶିକ୍ଷା ରେ, ଅନୁପ୍ରାଣିତ, ହୁଅନ୍ତି ଶିଷ୍ୟ

ଜୀବନ ଚରିତ୍ର ଗଠନରେ ନିଜକୁ କରନ୍ତି ବସ !


ଆଜିର ଏ ଆଧୁନିକ, ଦୁନିଆଁର ଶିକ୍ଷାଦାନ ଯେ

ଗୁରୁ ଶିଷ୍ୟ ପରରମ୍ପରା କୁ କରିଛି କଳୁଷିତ !


ଗୁରୁ ଶିଷ୍ୟ ପରମ୍ପରା ଆଉ ନୁହଇଁ ପବିତ୍ର, ଗୁରୁ ଶିଷ୍ୟ ପରମ୍ପରା ରେ କଳଙ୍କ ବୋଳିଛି, ପାଶ୍ଚାତ୍ୟ ଚରିତ୍ର !



ପ୍ରତିଦିନ, ଦୃଶ୍ୟ ମାନ ହେଉଛି, ଗୁରୁ ଶିଷ୍ୟ ଙ୍କର କଳଙ୍କୀତ ଦୁଃଶଚରିତ୍ର !

ଯାହା କି ସମାଜକୁ ଆଲୋକିତ କରିବା ବଦଳେ,

ଧୀରେ ଧୀରେ ଗ୍ରାସୁଛି ଯେ ସଂସାର ଧ୍ବଂସ ର କରାଳ ଗର୍ଭରେ, ସଂସାର ଧ୍ବଂସର କରାଳ ଗର୍ଭରେ !


Rate this content
Log in

Similar oriya poem from Drama