Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.
Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.

Mr.GAGAN BIHARI NAYAK

Inspirational

2  

Mr.GAGAN BIHARI NAYAK

Inspirational

ଗୁରୁ ପରମେଶ୍ବର

ଗୁରୁ ପରମେଶ୍ବର

1 min
95


 


ଶିକ୍ଷା ଦୀକ୍ଷା ଦାତା ତୁମେ,

ଗୁରୁ ପରମେଶ୍ବର। 

ସ୍ବାମୀ ମମ ହୃଦୟର 

ଘେନ ପ୍ରଣତି ମୋର ।0।


ଅଜ୍ଞାନ ଅବୋଧ ମନେ

ଜାଳି ପ୍ରଜ୍ଞା ଦିପାଳୀ ।

କୋମଳ ଚପଳ ଓଠେ

ଭର ହସ ଲହରୀ ।

ତୁମେ ସ୍ବାମୀ ଅନ୍ତର୍ଯ୍ୟାମୀ

ବ୍ରହ୍ମା ବିଷ୍ଣ ଈଶ୍ବର। ୧।


ଗୁରୁ ରୂପେ ଅବତରୀ। 

ଜ୍ଞାନାଲୋକ ଦେଉଛ ।

ଦୁଃସ୍ଥ ମାନବକୁ ତୁମେ

ସତ୍ଯପଥେ ନେଉଛ ।

ସର୍ବଭୂତେ ସ୍ଥିତ ଗୁରୁ

ସତ୍ଯର ଶିବ ସୁନ୍ଦର।୨।



Rate this content
Log in

Similar oriya poem from Inspirational